ବିବାହର ପ୍ରତିଶୃତି ଦେଇ ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିବାହର ପ୍ରତିଶୃତି ଦେଇ ଜଣେ ମହିଳାଙ୍କ ସହ ଯଦି ସହମତି ଭିତ୍ତିରେ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖାଯାଇଥାଏ, ତେବେ ତାହାକୁ କୌଣସି ପ୍ରତିକୂଳ ପରିସ୍ଥିତିରେ ଦୁଷ୍କର୍ମ କୁହାଯିବନାହିଁ ବୋଲି ତତ୍‌ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ଏପରି ଦୀର୍ଘ ଦିନ ଧରି ଦୈହିକ ସମ୍ପର୍କର ଶିକାର ହୋଇଥିବା ଜଣେ ମହିଳାଙ୍କ ଆବେଦନର ବିଚାର କରି ମାନ୍ୟବର ଅଦାଲତ ବିବାହର … Continue reading ବିବାହର ପ୍ରତିଶୃତି ଦେଇ ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ: ଦିଲ୍ଲୀ ହାଇକୋର୍ଟ